ଦେଶ- ବିଦେଶସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୦୫-୨୦୨୫(ଏସ.ଏମ ) : ର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ଦିଲ୍ଲୀ ଏମ୍ସରେ ଛୁଟି ବାତିଲ । ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ନିଆଗଲା ବଡ଼ ନିଷ୍ପତ୍ତି । ଛୁଟି ବାତିଲ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା ।ତେବେ ବାତିଲ ହେଲା ଦିଲ୍ଲୀ ଏମ୍ସର ସମସ୍ତ ଅଧିକାରୀଙ୍କ ଛୁଟି । ସ୍ବାସ୍ଥ୍ୟଗତ କାରଣ ଛଡ଼ା ଅନ୍ୟ ସବୁ ଛୁଟି ବାତିଲ। ଯଦି ପୂର୍ବରୁ ଛୁଟି ମଞ୍ଜୁର ଥାଏ ତାହାଲେ ବି ବାତିଲ । ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ଛୁଟି ବାତିଲ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *