ଅପରାଧରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ଏସିଡ୍‌ ମାଡ଼ରେ ଜୀବନ ହାରିଥିଲେ ପୀଡିତା, ଫାଶୀଦଣ୍ଡ ପାଇଲା ଦୋଷୀ

ଏସିଡ୍‌ ମାଡ଼ରେ ଜୀବନ ହାରିଥିଲେ ପୀଡିତା, ଫାଶୀଦଣ୍ଡ ପାଇଲା ଦୋଷୀ

ବହୁଚର୍ଚ୍ଚିତ ବାଲେଶ୍ବର ଯୁବତୀଙ୍କୁ ଏସିଡ୍‌ ମାଡ଼ ଘଟଣାର ରାୟ ପ୍ରକାଶ ପାଇଛି। ତିନି ବର୍ଷ ପୂର୍ବରୁ ବାଲେଶ୍ବରରେ ଜଣେ ଯୁବତୀଙ୍କ ସମେତ ମୋଟ ୪ଜଣଙ୍କ ଉପରେ ‌ହୋଇଥିବା ଏସିଡ୍‌ ମାଡ଼ ଘଟଣାର ରାୟ ଶୁଣାଇଛନ୍ତି ସ୍ବତନ୍ତ୍ର କୋର୍ଟ।

ବାଲେଶ୍ବର ୧୩-୦୨-୨୦୨୬(ଏସ ,ଏମ ) : ହୁଚର୍ଚ୍ଚିତ ବାଲେଶ୍ବର ଯୁବତୀଙ୍କୁ ଏସିଡ୍‌ ମାଡ଼ ଘଟଣାର ରାୟ ପ୍ରକାଶ ପାଇଛି। ତିନି ବର୍ଷ ପୂର୍ବରୁ ବାଲେଶ୍ବରରେ ଜଣେ ଯୁବତୀଙ୍କ ସମେତ ମୋଟ ୪ଜଣଙ୍କ ଉପରେ ‌ହୋଇଥିବା ଏସିଡ୍‌ ମାଡ଼ ଘଟଣାର ରାୟ ଶୁଣାଇଛନ୍ତି ସ୍ବତନ୍ତ୍ର କୋର୍ଟ। ନିଜ ଆଦେଶରେ କୋର୍ଟ ଘଟଣାର ଦୋଷୀ ଚନ୍ଦନ ରଣାକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70