ଖଣ୍ଡଗିରି ମେଳା: ସିସିଟିଭି ଆଗରେ ଲୋକଙ୍କ ଭିଡ଼
ଖଣ୍ଡଗିରି ମେଳା: ସିସିଟିଭି ଆଗରେ ଲୋକଙ୍କ ଭିଡ଼
- ଭୁବନେଶ୍ବରରେ ଗତ ୨୫ ତାରିଖ ଠାରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଯାଇଛି।
- ପାହାଡ଼ ଉପରେ ସାଧୁସନ୍ଥମାନେ ବିଶ୍ବର କଲ୍ୟାଣ ପାଇଁ ଯପତପ କରୁଛନ୍ତି।
- ପାହାଡ଼ ତଳେ ଦୋକାନବଜାର ବସିଛି। ଗ୍ରାହକଙ୍କର ପ୍ରବଳ ଭିଡ଼ ଲାଗୁଛି।
- ଏହାରି ଭିତରେ ଚୋରି, ଡକାୟତି ଭଳି ଅପରାଧିକ ଗତିବିଧି ମଧ୍ୟ ଦେଖାଯାଉଛି।
- ପୁଲିସ ମୁତୟନ ସହିତ ସିସିଟିଭି ଖଞ୍ଜା ଯାଇଛି।

