LatestNewsTOP STORIESରାଜନୀତିରାଜ୍ୟ

ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ: ଶାହ

ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ: ଶାହ

କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅପରାହ୍‌ଣରେ ପାରାଦୀପରେ ସଲଫ୍ୟୁରିକ୍‌ ଏସଡ୍‌-୩ କାରଖାନା ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗ୍ରାମୀଣ ଜୀବନକୁ ସମୃଦ୍ଧ କରାଯିବ।

ଭୁବନେଶ୍ୱର ୦୬-୦୩-୨୦୨୬(ଏସ .ଏମ ) : କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅପରାହ୍‌ଣରେ ପାରାଦୀପରେ ସଲଫ୍ୟୁରିକ୍‌ ଏସଡ୍‌-୩ କାରଖାନା ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗ୍ରାମୀଣ ଜୀବନକୁ ସମୃଦ୍ଧ କରାଯିବ। ଇଫ୍‌କୋ ଉପରେ ସେ କହିଛନ୍ତି ‘ଇଫ୍‌କୋ ପାଇଁ ଭାରତ ଗର୍ବିତ।’ ଇଫ୍‌କୋ ୩୬ ହଜାର କୋ-ଅପରେଟିଭର ମାଲିକ। ୫ କୋଟି ଚାଷୀଙ୍କୁ ଲାଭ ପହଞ୍ଚାଉଛି। ୨୮ ହଜାର କୋଟିର ନେଟୱର୍କ ବଢ଼ାଇଛି। ଭାରତରୁ ନାନୋ ୟୁରିଆ, ନାନୋ ଡିଏପି, ନାନୋ କପର ବିଦେଶକୁ ରପ୍ତାନୀ କରାଯାଉଛି।କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାର ଜନତାଙ୍କୁ ପ୍ରତିଶ୍ରୁତି ଦେଉଛି କୋଅପରେଟିଭ ମାଧ୍ୟମରେ ଗ୍ରାମୀଣ ଜନଜୀବନ, ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ। ଗୁଜୁରାଟ ପରି ଓଡ଼ିଶାର ବିକାଶ ହେବ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆତ୍ମନିର୍ଭରଶୀଳକୁ ଗୁରୁତ୍ବ ଦେଉଛନ୍ତି। ମତ୍ସ୍ୟପାଳନକୁ ମଧ୍ୟ ଗୁରୁତ୍ବ ଦିଆଯିବ।  

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70