ଦେଶ- ବିଦେଶରାଜନୀତି

ସିଦ୍ଧରମୈୟା ଅପଦସ୍ଥ

ସିଦ୍ଧରମୈୟା ଅପଦସ୍ଥ

ଦିଲ୍ଲୀ ଗସ୍ତରେ ଯାଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅପଦସ୍ଥ ହୋଇଛନ୍ତି । ସେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା

ନୂଆଦିଲ୍ଲୀ/ଭୁବନେଶ୍ୱର୧୨-୦୭-୨୦୨୫(ଏସ .ଏମ ) : ଦିଲ୍ଲୀ ଗସ୍ତରେ ଯାଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅପଦସ୍ଥ ହୋଇଛନ୍ତି । ସେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା ।ଏହି ଘଟଣା ପରେ କର୍ଣ୍ଣାଟକରେ ପୁଣି ଥରେ ନେତୃତ୍ବ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ସେପଟେ ଏହି ଘଟଣାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରି କହିଛି ଯେ ନିଜ ଦଳର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅପମାନ ହୋଇଛି ।

ବିଜେପି ମୁଖପାତ୍ର ତଥା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ସିଦ୍ଧ ଦିଲ୍ଲୀ ଆସିଲେ କିନ୍ତୁ ରାହୁଲଙ୍କୁ ଭେଟିପାରିଲେ ନାହିଁ ଓ ନିରାଶ ହୋଇ ଫେରିଗଲେ । ଏହା ତାଙ୍କର ଅପମାନ ।
ବିଜେପି ମୁଖପାତ୍ର ତଥା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ସିଦ୍ଧ ଦିଲ୍ଲୀ ଆସିଲେ କିନ୍ତୁ ରାହୁଲଙ୍କୁ ଭେଟିପାରିଲେ ନାହିଁ ଓ ନିରାଶ ହୋଇ ଫେରିଗଲେ । ଏହା ତାଙ୍କର ଅପମାନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବା କଂଗ୍ରେସରେ ନୂଆ ନୁହେଁ । ପୂର୍ବରୁ ବି ରାଜୀବ ଗାନ୍ଧି କର୍ଣ୍ଣାଟକର ତତକାଳୀନ ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ପାଟିଲଙ୍କୁ ଅପମାନିତ କରି ତାଙ୍କୁ ବରଖାସ୍ତ କରିଦେଇଥିଲେ । ଏବେ ଦୁର୍ବଳ ସିଦ୍ଧରମୈୟା ତାଙ୍କର ଆସନ ହାତେଇବାକୁ ଅପେକ୍ଷା କରିଥିବା ଡିକେ ଶିବକୁମାରଙ୍କ ପଛରେ ଆଶ୍ରୟ ନେଇଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70