LatestNewsPoliticsTOP STORIESଅପରାଧଘଟଣା ଦୁର୍ଘଟଣାଦୁର୍ନୀତିଦେଶ- ବିଦେଶରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗୋପାଳପୁରରେ ଭିଜିଲାନ୍ସର ଏସ ଆଇ ଟି ଟିମ୍

କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗୋପାଳପୁରରେ ଭିଜିଲାନ୍ସର ଏସ ଆଇ ଟି ଟିମ୍

ସୁନ୍ଦରଗଡ଼ରେ ଭିଜିଲାନ୍ସ ଏସ ଆଇ ଟି ଟିମ । କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ ଏସ ଆଇ ଟିର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଛି ।

ସୁନ୍ଦରଗଡ଼/ଭୁବନେଶ୍ୱର ୨୪-୦୬-୨୦୨୫(ଏସ.ଏମ. ) :  ସୁନ୍ଦରଗଡ଼ରେ ଭିଜିଲାନ୍ସ ଏସ ଆଇ ଟି ଟିମ । କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ ଏସ ଆଇ ଟିର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି।
ହେମଗିରି ଗୋପାଳପୁର କୋଇଲା ଖଣି ଲୁଟ ଘଟଣାରେ ତେଲେନଡିହି, ରତନସରା ଏବଂ ଭୋଗ୍ରାକଛାର ଜଙ୍ଗଲରେ ଛାନଭିନ୍ କରୁଛି ଟିମ୍।ସୁନ୍ଦରଗଡ଼ରେ ଭିଜିଲାନ୍ସ ଏସ ଆଇ ଟି ଟିମ । କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ ଏସ ଆଇ ଟିର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ହେମଗିରି ଗୋପାଳପୁର କୋଇଲା ଖଣି ଲୁଟ ଘଟଣାରେ ତେଲେନଡିହି, ରତନସରା ଏବଂ ଭୋଗ୍ରାକଛାର ଜଙ୍ଗଲରେ ଛାନଭିନ୍ କରୁଛି ଟିମ୍।ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *