ବାଣିଜ୍ୟରାଜ୍ୟ

କୋଟି କୋଟି ଟଙ୍କାର‌ କପଡା ପୋଡ଼ି ପାଉଁଶ

କୋଟି କୋଟି ଟଙ୍କାର‌ କପଡା ପୋଡ଼ି ପାଉଁଶ

ସମ୍ବଲପୁର/ଭୁବନେଶ୍ୱର ୧୩.୦୪.୨୦୨୫ (ଏସ .ଏମ ) :ମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର‌ କପଡା ପୋଡ଼ି ପାଉଁଶ ହୋଇଯାଇଛି। କୁଚିଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା କ୍ବାଲିଟି ଦୋକାନରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏହାଫଳରେ କୋଟି କୋଟି ଟଙ୍କାର‌ କପଡା ନଷ୍ଟ ହୋଇଛି। ଖବର ପାଇ କୁଚିଣ୍ଡା, ଜମନକିରା, କୁଲାବିରା ଓ ଝାରସୁଗୁଡ଼ା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ଚେଷ୍ଟା ଜାରି ରଖିଛନ୍ତି। ୫ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *