ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଅଷ୍ଟ୍ରେଲିଆରେ ଭୀଷଣ ବନ୍ୟା

ଅଷ୍ଟ୍ରେଲିଆରେ ଭୀଷଣ ବନ୍ୟା…

ଚାରିଆଡ଼େ ଜଳର ତାଣ୍ଡବଲୀଳା, ୫୦ ହଜାର ଲୋକ ଜଳବନ୍ଦୀ

କାନବେରା/ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୦୫-୨୦୨୫(ଏସ.ଏମ ) : ନ୍ୟାରେ ଉବୁଟୁବୁ ଅଷ୍ଟ୍ରେଲିଆ । ପୂର୍ବ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି । ୩ ଦିନର ଲଗାଣ ବର୍ଷା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜନିତ ବନ୍ୟା ପାଇଁ ଘରେ ପଶିଛନ୍ତି ଲୋକେ । ରାସ୍ତାଘାଟ, ନଈ ନାଳ ସବୁ ଏକାକାର ହୋଇଯାଇଛି । ଘରେ ପାଣି, ବାହାରେ ପାଣି ଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ।

May be an image of body of water

ଶୁକ୍ରବାର ବନ୍ୟା ପରିସ୍ଥିତି ଭୟଙ୍କର ହୋଇଥିବା ବେଳେ ଧୋଇ ଯାଇଛି ବିଭିନ୍ନ ରାସ୍ତା । ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଥିବା ବେଳେ ବାହ୍ୟ ଜଗତ ଠାରୁ ବିଛିନ୍ନ ଅଛନ୍ତି । ପ୍ରବଳ ଜଳ ସୁଅରେ ୪ ଜଣ ଭାସି ବି ଯାଇଛନ୍ତି ।

ାୈି

ରାସ୍ତା ନଈ ପାଲଟିଥିବା ବେଳେ ଡଙ୍ଗା ସାଜିଛି ଭରସା । ବନ୍ୟା ପରେ ଚାଲିଛି ରେସକ୍ୟୁ ଅପରେସନ । ପ୍ରାୟ ୨୦୦୦ରୁ ଅଧି କର୍ମଚାରୀ ଉଦ୍ଧାରକାମରେ ନିୟୋଜିତ ହୋଇଛନ୍ତି । ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *