LatestNewsTOP STORIESମନୋରଞ୍ଜନରାଜନୀତିରାଜ୍ୟ

ଆଜି ରଥଯାତ୍ରା ସମନ୍ବୟ କମିଟି ବୈଠକ

ଆଜି ରଥଯାତ୍ରା ସମନ୍ବୟ କମିଟି ବୈଠକ…

ଆଜି ରଥଯାତ୍ରା ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ ହେବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ।

ଭୁବନେଶ୍ବର/ଭୁବନେଶ୍ୱର ୦୯-୦୬-୨୦୨୫(ଏସ.ଏମ ) : ଜି ରଥଯାତ୍ରା ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ ହେବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ରଥଯାତ୍ରା ସୁରକ୍ଷାରେ ଯେପରି କୌଣସି ତ୍ରୁଟି ହେବନି, ସେଥିନେଇ ଏଥିରେ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି। ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖାଯାଇ ରଥଯାତ୍ରାକୁ କିପରି ସୁରୁଖୁରୁରେ ସଂପାଦିତ କରାଯିବ, ତାହା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ।ଆଜି ରଥଯାତ୍ରା ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ ହେବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ରଥଯାତ୍ରା ସୁରକ୍ଷାରେ ଯେପରି କୌଣସି ତ୍ରୁଟି ହେବନି, ସେଥିନେଇ ଏଥିରେ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି। ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖାଯାଇ ରଥଯାତ୍ରାକୁ କିପରି ସୁରୁଖୁରୁରେ ସଂପାଦିତ କରାଯିବ, ତାହା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ।ଏଥର ରଥଯାତ୍ରାରେ ୪୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେବାର ସମ୍ଭାବନା ରହିଛି । ତେଣୁ ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ସ୍ବତନ୍ତ୍ର ଏସ୍‌ଓପି ପାଳନ ହେବ । ଆଜି ଆଇନମନ୍ତ୍ରୀ ରଥଯାତ୍ରା ନେଇ ସମୀକ୍ଷା କରିବେ। ସ୍ନାନଯାତ୍ରା ଲାଗି ସୁରକ୍ଷା ବ୍ୟବସ୍ଥାର ଗତକାଲି ଏସ୍‌ପି ସମୀକ୍ଷା କରିଥିଲେ । ଏଥର ଏଆଇ ସ୍କାନରରେ ପୁରୀ ରହିବ । ସହର ପ୍ରବେଶ ଠାରୁ ପ୍ରସ୍ଥାନ ଓ ସମୁଦ୍ରକୂଳ ଯାଏ ଖୁନ୍ଦି ହୋଇଯିବ ସିସି କ୍ୟାମେରା । କୁମ୍ଭମେଳା ପରେ ବଡ଼ ଧାର୍ମିକ ସମାବେଶ ହେଉଥିବାରୁ ସମସ୍ତେ ସଜାଗ ଅଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *