ରାଜନୀତିରାଜ୍ୟ

ଏବିଭିପିର ଦାବି: ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ

ଏବିଭିପିର ଦାବି: ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ

ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ରାଜଧାନୀର ବାଣୀବିହାରରେ ପ୍ରତିବାଦ କରାଯାଇଛି। ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ ବୋଲି ଏବିଭିପି ଦାବି କରିଛି

ଭୁବନେଶ୍ବର ୧୬-୦୭-୨୦୨୫ (ଏସ .ଏମ ) : ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ରାଜଧାନୀର ବାଣୀବିହାରରେ ପ୍ରତିବାଦ କରାଯାଇଛି। ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ ବୋଲି ଏବିଭିପି ଦାବି କରିଛି।

ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ରାଜଧାନୀର ବାଣୀବିହାରରେ ପ୍ରତିବାଦ କରାଯାଇଛି। ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ ବୋଲି ଏବିଭିପି ଦାବି କରିଛି।
ଏଣେ ଇଣ୍ଟରନାଲ କମିଟିର ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛି ଏବିଭିପି।

ଛାତ୍ର କଂଗ୍ରେସର କିଛି ନେତା ପୀଡ଼ିତାଙ୍କୁ ସୋସିଆଲ ମିଡିଆରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇଥିବା ଦେଖିବାକୁ ମିଳିଛି। ସେହି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ବି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *