କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଆକ୍ରାନ୍ତ ଜଣେ ୪୫ ବର୍ଷୀୟ ପୁରୁଷ। ସେ କୋଭିଡ ପଜିଟିଭ ଟେଷ୍ଟରୁ ଜଣା ପଡ଼ିଛନ୍ତି। ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
କଟକ ୩୦-୦୫-୨୦୨୫( ଏସ.ଏମ ) : କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଆକ୍ରାନ୍ତ ଜଣେ ୪୫ ବର୍ଷୀୟ ପୁରୁଷ। ସେ କୋଭିଡ ପଜିଟିଭ ଟେଷ୍ଟରୁ ଜଣା ପଡ଼ିଛନ୍ତି।
କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଆକ୍ରାନ୍ତ ଜଣେ ୪୫ ବର୍ଷୀୟ ପୁରୁଷ। ସେ କୋଭିଡ ପଜିଟିଭ ଟେଷ୍ଟରୁ ଜଣା ପଡ଼ିଛନ୍ତି। ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଗତ କିଛି ଦିନ ଧରି ଆକ୍ରାନ୍ତଜଣକ ଜ୍ଵର ଓ ଥଣ୍ଡାରେ ଆକ୍ରାନ୍ତ ଥିଲେ। ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।