ଜିଏମ୍ ବିଶ୍ବବିଦ୍ଯାଳୟରେ ଛାତ୍ରୀ ଅସଦାଚରଣ ପରେ ମାର୍ଗଦର୍ଶିକା ଜାରି କଲେ କୁଳପତି
ଜିଏମ୍ ବିଶ୍ବବିଦ୍ଯାଳୟରେ ଛାତ୍ରୀ ଅସଦାଚରଣ ପରେ ମାର୍ଗଦର୍ଶିକା ଜାରି କଲେ କୁଳପତି
- ଜିଏମ୍ ବିଶ୍ବବିଦ୍ଯାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ମାର୍ଗଦର୍ଶିକା
- ଏହା ସହ ଅପରାହ୍ନ ୪ଟାରେ ବସିବ ଆଇସିସି
- ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ଏନେଇ ସୂଚନା ଦେଇଛନ୍ତି
ସମ୍ବଲପୁର/ଭୁବନେଶ୍ୱର ୧୮-୦୭-୨୦୨୫(ଏସ.ଏମ .) : ଜିଏମ୍ ବିଶ୍ବବିଦ୍ଯାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ମାର୍ଗଦର୍ଶିକା | ଏହା ସହ ଅପରାହ୍ନ ୪ଟାରେ ବସିବ ଆଇସିସି | କାର୍ଯ୍ଯକ୍ଷେତ୍ରରେ ପ୍ରଫେସନାଲ ଭ୍ଯାଲୁ, ମୋରାଲ୍ ଭ୍ଯାଲୁ ପାଳନ କରିବା ପାଇଁ ମାର୍ଗଦର୍ଶିକା ଜାରି| ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ଯବହାର କରିବା ପାଇଁ ନିର୍ଦ୍ଦେଶ ରହିଛି|ଛାତ୍ରଛାତ୍ରୀଙ୍କର କୌଣସି ସ୍ତରରେ ଅସୁବିଧା ହେଲେ ବା ସେମାନେ ନିର୍ଯାତନାର ଶିକାର ହେଲେ, ଅବିଳମ୍ବେ ଅଭିଯୋଗ କରିବା ପାଇଁ କୁହାଯାଇଥିବା ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି | ଏହା ସହ ଅନ୍ଯ ଛାତ୍ରଛାତ୍ରୀଙ୍କ ସହ ଏମିତି କିଛି ଘଟିଛି ତାର କାଉନସେଲିଂ ଚାଲିଥିବା କୁଳପତି କହିଛନ୍ତି |ଛାତ୍ରଛାତ୍ରୀଙ୍କର କୌଣସି ସ୍ତରରେ ଅସୁବିଧା ହେଲେ ବା ସେମାନେ ନିର୍ଯାତନାର ଶିକାର ହେଲେ, ଅବିଳମ୍ବେ ଅଭିଯୋଗ କରିବା ପାଇଁ କୁହାଯାଇଥିବା ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି | ଏହା ସହ ଅନ୍ଯ ଛାତ୍ରଛାତ୍ରୀଙ୍କ ସହ ଏମିତି କିଛି ଘଟିଛି ତାର କାଉନସେଲିଂ ଚାଲିଥିବା କୁଳପତି କହିଛନ୍ତି |