ତପସ୍ବିନୀ ଏକ୍ସପ୍ରେସ୍ ଉପରକୁ ପଥରମାଡ଼
ତପସ୍ବିନୀ ଏକ୍ସପ୍ରେସ୍ ଉପରକୁ ପଥରମାଡ଼
ଝାରସୁଗୁଡ଼ା ନିକଟବର୍ତ୍ତୀ ଲପଙ୍ଗା ଷ୍ଟେସନ୍ ନିକଟରେ କେହି ଦୁର୍ବୃତ୍ତ ତପସ୍ବିନୀ ଏକ୍ସପ୍ରେସର ଏସି ବଗି ବି-୭ ଉପରକୁ ପଥରମାଡ଼ କରିଛି। ଏହାଫଳରେ ବଗିର କାଚ ଭାଙ୍ଗିଯାଇଛି
ଝାରସୁଗୁଡ଼ା/ଭୁବନେଶ୍ୱର ୧୭.୦୫.୨୦୨୫(ଏସ .ଏମ ) : ଆଜି ସକାଳେ ତପସ୍ବିନୀ ଏକ୍ସପ୍ରେସ୍ ଉପରକୁ ପଥରମାଡ଼ ହୋଇଥିବାରୁ ଖବର ମିଳିଛି। ଝାରସୁଗୁଡ଼ା ନିକଟବର୍ତ୍ତୀ ଲପଙ୍ଗା ଷ୍ଟେସନ୍ ନିକଟରେ କେହି ଦୁର୍ବୃତ୍ତ ତପସ୍ବିନୀ ଏକ୍ସପ୍ରେସର ଏସି ବଗି ବି-୭ ଉପରକୁ ପଥରମାଡ଼ କରିଛି। ଏହାଫଳରେ ବଗିର କାଚ ଭାଙ୍ଗିଯାଇଛି। ତେବେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାଯାଇଛି।ଝାରସୁଗୁଡ଼ା ନିକଟବର୍ତ୍ତୀ ଲପଙ୍ଗା ଷ୍ଟେସନ୍ ନିକଟରେ କେହି ଦୁର୍ବୃତ୍ତ ତପସ୍ବିନୀ ଏକ୍ସପ୍ରେସର ଏସି ବଗି ବି-୭ ଉପରକୁ ପଥରମାଡ଼ କରିଛି। ଏହାଫଳରେ ବଗିର କାଚ ଭାଙ୍ଗିଯାଇଛି। ତେବେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାଯାଇଛି। ଏହି ଘଟଣା ପରେ ଆରପିଏଫ୍ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଚାଲିଛି। ତେବେ ଏଭଳି କାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି। ଏନେଇ ଝାରସୁଗୁଡ଼ା ଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ଆରପିଏଫ୍ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଚାଲିଛି। ତେବେ ଏଭଳି କାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି।ଝାରସୁଗୁଡ଼ା ନିକଟବର୍ତ୍ତୀ ଲପଙ୍ଗା ଷ୍ଟେସନ୍ ନିକଟରେ କେହି ଦୁର୍ବୃତ୍ତ ତପସ୍ବିନୀ ଏକ୍ସପ୍ରେସର ଏସି ବଗି ବି-୭ ଉପରକୁ ପଥରମାଡ଼ କରିଛି। ଏହାଫଳରେ ବଗିର କାଚ ଭାଙ୍ଗିଯାଇଛି। ତେବେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାଯାଇଛି। ଏହି ଘଟଣା ପରେ ଆରପିଏଫ୍ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଚାଲିଛି। ତେବେ ଏଭଳି କାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି। ଏନେଇ ଝାରସୁଗୁଡ଼ା ଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଘଟଣା ପରେ ଆରପିଏଫ୍ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଚାଲିଛି। ତେବେ ଏଭଳି କାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି। ଏନେଇ ଝାରସୁଗୁଡ଼ା ଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।