ଦେଶ- ବିଦେଶରାଜନୀତି

ପହଲଗାମ୍ ଆତଙ୍କୀ ଆକ୍ରମଣ:ଦିଲ୍ଲୀରେ ଜରୁରୀ ବୈଠକ

ପହଲଗାମ୍ ଆତଙ୍କୀ ଆକ୍ରମଣ:ଦିଲ୍ଲୀରେ ଜରୁରୀ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୪-୨୦୨୫(ଏସ.ଏମ ) :  ସାଉଦି ଆରବରୁ ଭାରତ ଫେରିଆସିଲେ ପ୍ରଧାନମନ୍ତ୍ରୀ । ଗସ୍ତ କାଣ୍ଟଛାଣ୍ଟ କରି ଦିଲ୍ଲୀ ଫେରି ଆସିଲେ । ପହଲଗାମ୍ ଆତଙ୍କୀ ହମଲା ପରେ ଅଧାରୁ ବାତିଲ କଲେ ଗସ୍ତ । ୨ ଦିନିଆ ସାଉଦି ଗସ୍ତରେ ଯାଇଥିବା ମୋଦୀ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବାର ଥିବା । ମାତ୍ର ଦେଶର ସଙ୍କଟ ସ୍ଥିତି ସେ ଗସ୍ତ ଅଧରୁ ଫେରି ଆସିଛନ୍ତି ଆଉ ଆସୁ ଆସୁ ଆକ୍ସନ ମୋଡରେ ବୈଠକ କରିଛନ୍ତି ।ଦିଲ୍ଲୀ ବିମାନବନ୍ଦରରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନଏସଏ ବୈଦେଶିକ ମନ୍ତ୍ରୀ, ବୈଦେଶିକ ସଚିବଙ୍କ ସହ ବୈଠକରେ ବଡ ବଡ଼ ଅଧିକାରୀମାନେ ସାମିଲ । ପହଲଗାମ୍ ଆତଙ୍କୀ ହମଲା ନେଇ ଆଲୋଚନା ହେଉଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *