Uncategorized

ପାକିସ୍ତାନ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ! ଭାଇରାଲ ହେଉଛି ରିପୋର୍ଟ

ପାକିସ୍ତାନ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ! ଭାଇରାଲ ହେଉଛି ରିପୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୯.୦୪.୨୦୨୫(ଏସ .ଏମ ) : ସ୍ପିଟାଲରେ ଭର୍ତ୍ତି ପାକ୍ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ହସ୍ପିଟାଲରେ ଭର୍ତ୍ତି । ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ୨୭ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଅସୁସ୍ଥ ଥିବା ଏବଂ ତାଙ୍କୁ ହସ୍ପିଟାଲଲରେ ଭର୍ତ୍ତି କରାଯାଇଥିବା ନେଇ ସୋସିଆଲ ମିଡିଆରେ ଏକ ରିପୋର୍ଟ ଭାଇରାଲ ହେଉଛି ।ତେବେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଭାଇରାଲ ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନକହିବା ଯାଏଁ ଏହି ଖବର କୌଣସି ଗଣମାଧ୍ୟମକୁ ଦିଆଯିବନି ବୋଲି ବି ଉଲ୍ଲେଖ ରହିଛି ।ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ହସ୍ପିଟାଲରେ ଭର୍ତ୍ତି ନେଇ ଯଦିଓ କୌଣସି ସରକାରୀ ସୂତ୍ରରୁ ଖବର ଆସିନି ତେଣୁ ଭାଇରାଲ ହେଉଥିବା ଏହି ରିପୋର୍ଟ ମିଥ୍ୟା ହୋଇଥାଇପାରେ ବୋଲି ବି ଚର୍ଚ୍ଚା ହେଉଛି । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତର ଆକ୍ସନ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ଛାନିଆରେ ହସ୍ପିଟାଲରେ ଭର୍ତ୍ତି ହୋଇଥାଇପାରନ୍ତି ବୋଲି କହି ମିଛରେ ହୁଏତ ଏହି ରିପୋର୍ଟକୁ ଭାଇରାଲ କରାଯାଉଥାଇପାରେ ।

ଏକ୍ସରେ ପୋଷ୍ଟ ହୋଇଥିବା ତଥ୍ୟ…

Pramod Kumar Singh
@SinghPramod2784
Pakistan Prime Minister is hospitalised? What happened to Mr Shahbaz Sharif?
Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *