ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକଙ୍କୁ ‘ଦ ଫ୍ରେଡ୍ ଡାରିଙ୍ଗଟନ୍’ ସମ୍ମାନ
ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକଙ୍କୁ ‘ଦ ଫ୍ରେଡ୍ ଡାରିଙ୍ଗଟନ୍’ ସମ୍ମାନ
ଭୁବନେଶ୍ୱର ୦୮-୦୪-୨୦୨୫(ଏସ .ଏମ ) : ୱେମାଉଥ୍ରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭଗବାନ ଗଣେଶଙ୍କ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ମୂର୍ତ୍ତି ତିଆରି କରି ‘ଦ ଫ୍ରେଡ୍ ଡାରିଙ୍ଗଟନ୍’ ପ୍ରଥମ ବ୍ରିଟିଶ୍ ସ୍ୟାଣ୍ଡ ମାଷ୍ଟର ପୁରସ୍କାରରେ ସମ୍ମାନିତ ହୋଇଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି । -ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା