ଖେଳଦେଶ- ବିଦେଶ

ବିସିସିଆଇର ରେକର୍ଡ ୯୭୪୧.୭ କୋଟି ରାଜସ୍ବ ସଂଗ୍ରହ

ବିସିସିଆଇର ରେକର୍ଡ ୯୭୪୧.୭ କୋଟି ରାଜସ୍ବ ସଂଗ୍ରହ

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯୭୪୧.୭ କୋଟି ଟଙ୍କାରୁ ରାଜସ୍ବ ସଂଗ୍ରହ କରିଛି। ଏଥିରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଯୋଗଦାନ ୫୯ ପ୍ରତିଶତ ରହିଛି

ନୂଆଦିଲ୍ଲୀ୧୯-୦୭-୨୦୨୫(ଏସ .ଏମ ) : ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯୭୪୧.୭ କୋଟି ଟଙ୍କାରୁ ରାଜସ୍ବ ସଂଗ୍ରହ କରିଛି। ଏଥିରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଯୋଗଦାନ ୫୯ ପ୍ରତିଶତ ରହିଛି। ଆଇପିଏଲ୍‌ରୁ ୫୭୬୧ କୋଟି ଟଙ୍କା ମିଳିଥିଲା ‌ବେଳେ ବୋର୍ଡ ୩୬୧ କୋଟି ଟଙ୍କା ଅଣଆଇପିଏଲ୍‌ ମିଡିଆ ରାଇଟ୍‌ସରୁ ପାଇଥିଲା। ୨୦୦୮ରେ ଆଇପିଏଲ୍‌ ଆରମ୍ଭରୁ ବିସିସିଆଇକୁ ଲାଭ ଦେଇଆସୁଛି। ଖାଲି ବିସିସିଆଇ ନୁହେଁ ରଣଜୀ ସହ ବିଭିନ୍ନ ସ୍ତରର ଖେଳାଳି ମଧ୍ୟ ଏହା ଦ୍ବାରା ଲାଭବାନ ହେଉଛନ୍ତି।

ବିସିସିଆଇର ରାଜସ୍ବ ବୃଦ୍ଧି ଦେଖି ଅନ୍ତର୍ଜାତୀୟ କ୍ରିକେଟ୍‌ ବୋର୍ଡଗୁଡ଼ିକ ସହଭାଗିତା ଲାଗି ଆଗ୍ରହ ଦେଖାଉଛନ୍ତି। ଭାରତୀୟ ପୁରୁଷ ଖେଳାଳିଙ୍କୁ ଆକୃଷ୍ଟ କରିବା ଲାଗି ଦ ହଣ୍ଡ୍ରେଡ୍‌ ପ୍ରତିଯୋଗିତାର କିଛି ଅଂଶ ଭାରତକୁ ଦେବାକୁ ଲଙ୍କାସାୟାର କାଉଣ୍ଟି କ୍ରିକେଟ୍‌ କ୍ଲବ୍‌ ସର୍ବଦା ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)କୁ ପରାମର୍ଶ ଦେଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70