ରାଜ୍ୟ

ସ୍ବର୍ଗତ ତ୍ୟାଗ ସ୍ବରୂପାନନ୍ଦ ସରସ୍ବତୀଙ୍କ ‘ଷୋଡ଼ଶୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ବର୍ଗତ ତ୍ୟାଗ ସ୍ବରୂପାନନ୍ଦ ସରସ୍ବତୀଙ୍କ ‘ଷୋଡ଼ଶୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ତଥା ଉପସଭାପତି ଓ ସମ୍ପାଦକ ଦାୟିତ୍ବ ତୁଲାଇଥିବା ତ୍ୟାଗ ସ୍ୱରୁପାନନ୍ଦ ସରସ୍ୱତୀ ମହାରାଜଙ୍କ ‘ଷୋଡ଼ଶୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର ୦୨-୧୦-୨୦୨୫(ଏସ .ଏମ .) :ଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ତଥା ଉପସଭାପତି ଓ ସମ୍ପାଦକ ଦାୟିତ୍ବ ତୁଲାଇଥିବା ତ୍ୟାଗ ସ୍ୱରୁପାନନ୍ଦ ସରସ୍ୱତୀ ମହାରାଜଙ୍କ ‘ଷୋଡ଼ଶୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୦୮ସାଧୁସନ୍ଥ ଯୋଗ ଦେଇଥିଲେ। ସମସ୍ତ ସାଧୁସନ୍ଥଙ୍କୁ ଛତା, କମଣ୍ଡଳୁ, କଠଉ, ଲୋଟା, ଗେରୁଆ ବସ୍ତ୍ର, ଚଦର, ଫଳ, ମିଠା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *