LatestNewsTOP STORIESଘଟଣା ଦୁର୍ଘଟଣାରାଜ୍ୟ

ହାତୀ ଆକ୍ରମଣରେ ସ୍କ୍ୱାଡ୍ କର୍ମୀ ମୃତ

ହାତୀ ଆକ୍ରମଣରେ ସ୍କ୍ୱାଡ୍ କର୍ମୀ ମୃତ

ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏକ ମାଈ ହାତୀ ନିଜ ଛୁଆ ସୁରକ୍ଷା ପାଇଁ ହାତୀ ସ୍କ୍ୱାଡ୍ କର୍ମଚାରୀ ଯୁଗଳ ନାଏକ(୪୦)ଙ୍କୁ ଏକୁଟିଆ ପାଇ ଦଳି ମାରିଦେଇଥିଲା।

ଛେଣ୍ଡିପଦା/ଭୁବନେଶ୍ୱର ୨୫-୦୬-୨୦୨୫ (ଏସ.ଏମ.) : ନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଭୋର ସାଢ଼େ ୩ ଟାରେ ଗାଁ ପାଖ ଜଙ୍ଗଲକୁ ୮ ଟିକିଆ ହାତୀପଲ ଫେରୁଥିବା ବେଳେ ହାତୀ ସ୍କ୍ୱାଡ୍ ପିଛା କରୁଥିଲେ। ଏହି ସମୟରେ ଏକ ମାଈ ହାତୀ ନିଜ ଛୁଆ ସୁରକ୍ଷା ପାଇଁ ହାତୀ ସ୍କ୍ୱାଡ୍ କର୍ମଚାରୀ ଯୁଗଳ ନାଏକ(୪୦)ଙ୍କୁ ଏକୁଟିଆ ପାଇ ଦଳି ମାରିଦେଇଥିଲା। ଭୋର ସାଢ଼େ ୩ ଟାରେ ଗାଁ ପାଖ ଜଙ୍ଗଲକୁ ୮ ଟିକିଆ ହାତୀପଲ ଫେରୁଥିବା ବେଳେ ହାତୀ ସ୍କ୍ୱାଡ୍ ପିଛା କରୁଥିଲେ। ଏହି ସମୟରେ ଏକ ମାଈ ହାତୀ ନିଜ ଛୁଆ ସୁରକ୍ଷା ପାଇଁ ହାତୀ ସ୍କ୍ୱାଡ୍ କର୍ମଚାରୀ ଯୁଗଳ ନାଏକ(୪୦)ଙ୍କୁ ଏକୁଟିଆ ପାଇ ଦଳି ମାରିଦେଇଥିଲା। ଖବର ପାଇ ରେଞ୍ଜର ମାଧବ ନାଏକ ଓ ସ୍ଥାନୀୟ ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି।ଖବର ପାଇ ରେଞ୍ଜର ମାଧବ ନାଏକ ଓ ସ୍ଥାନୀୟ ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *