ଘଟଣା ଦୁର୍ଘଟଣାଦେଶ- ବିଦେଶରାଜ୍ୟ

Capital on high alert

ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀରେ ହାଇଆଲର୍ଟ…

  • ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀ ଭୁବନେଶ୍ବରରେ ହ‌ାଇଆଲର୍ଟ ଜାରି କରାଯାଇଛି।
  • ପୁଲିସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ କନ୍‌ଭଏ ପାଟ୍ରୋଲିଂ କରିବା ସହିତ ରେଳ ଷ୍ଟେସନ୍

ଭୁବନେଶ୍ୱର ୧୧-୧୧-୨୦୨୫(ଏସ.ଏମ. ) :  ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀ ଭୁବନେଶ୍ବରରେ ହ‌ାଇଆଲର୍ଟ ଜାରି କରାଯାଇଛି। ପୁଲିସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ କନ୍‌ଭଏ ପାଟ୍ରୋଲିଂ କରିବା ସହିତ ରେଳ ଷ୍ଟେସନ୍ ଓ ଏୟାରପୋର୍ଟ ଆଦି ସ୍ଥାନମାନଙ୍କରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କନଭୟରେ ଆଣ୍ଟି ଟେରର୍ ସ୍କ୍ବାଡ୍ ମଧ୍ୟ ଏହି କନଭୟ ପାଟ୍ରୋଲିଂରେ ସାମିଲ ହୋଇଥିଲେ।  ଭୁବନେଶ୍ବର‌ ଷ୍ଟେସନରେ ସନ୍ଧାନୀ କୁକୁରଙ୍କ ସହାୟତାରେ ବିଭିନ୍ନ ଟ୍ରେନ, ଯାତ୍ରୀଙ୍କ ବ୍ୟାଗ୍ ଯା‌ଞ୍ଚ କରାଯାଉଛି। ବମ୍ ସ୍କ୍ବାଡ୍‌କୁ ମଧ୍ୟ ଆଲର୍ଟ କରାଯାଇଛି। ଷ୍ଟେସନ ମଧ୍ୟରେ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ କରାଯାଇଛି। ସେହିପରି ରାଜଧାନୀର ବିଭିନ୍ନ ତାରକା ହୋଟେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Untitled-3

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70