ଘଟଣା ଦୁର୍ଘଟଣାରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ଟ୍ରକକୁ ଜୋରରେ ଧକ୍କାଦେଲା କାର୍: ଚାଲିଗଲା ଦୁଇ ଜୀବନ, ୨ ଗୁରୁତର

ଟ୍ରକକୁ ଜୋରରେ ଧକ୍କାଦେଲା କାର୍: ଚାଲିଗଲା ଦୁଇ ଜୀବନ, ୨ ଗୁରୁତର

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ଲଡୁଖାଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଟ୍ରକକୁ ଜୋରରେ ଧକ୍କାଦେଲା କାର୍: ଚାଲିଗଲା ଦୁଇ ଜୀବନ, ୨ ଗୁରୁତର।

ଚିପିଲିମା/ଭୁବନେଶ୍ୱର ୨୫-୦୫-୨୦୨୫(ଏସ .ଏମ ) : ମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ଲଡୁଖାଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ଅନୁସାରେ ସମ୍ୱଲପୁର ପଟୁ ନିଜ ଘର ଗୋଡଭଗାକୁ ଏକ କାର୍ (ଏଚଆର ୫୧ ବିବି ୦୭୯୦) ଯୋଗେ ୪ ଜଣ ଯୁବକ ଯାଉଥିବା ସମୟରେ ବାବାଢ଼ାବା ନିକଟରେ ଭାରସାମ୍ୟ ହରାଇ କାରଟି ଜାତୀୟ ରାଜପଥର ଡିଭାଇଡର ଡେଇଁ ବରଗଡ଼ ପଟୁ ଆସୁଥିବା ଏକ ଟ୍ରକରେ ଜୋରରେ ଧକ୍କା ଦେଇଥିଲା l ଫଳରେ କାରରେ ବସିଥିବା ସମସ୍ତେ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ l

ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ଲଡୁଖାଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ଅନୁସାରେ ସମ୍ୱଲପୁର ପଟୁ ନିଜ ଘର ଗୋଡଭଗାକୁ ଏକ କାର୍ (ଏଚଆର ୫୧ ବିବି ୦୭୯୦) ଯୋଗେ ୪ ଜଣ ଯୁବକ ଯାଉଥିବା ସମୟରେ ବାବାଢ଼ାବା ନିକଟରେ ଭାରସାମ୍ୟ ହରାଇ କାରଟି ଜାତୀୟ ରାଜପଥର ଡିଭାଇଡର ଡେଇଁ ବରଗଡ଼ ପଟୁ ଆସୁଥିବା ଏକ ଟ୍ରକରେ ଜୋରରେ ଧକ୍କା ଦେଇଥିଲା l ଫଳରେ କାରରେ ବସିଥିବା ସମସ୍ତେ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ l ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାରରୁ ଯୁବକମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଇଥିଲେ l ବୁର୍ଲା ମେଡିକାଲରେ ଡ଼ାକ୍ତର ସୁବ୍ରତ ସାହୁ, ମନୀଷ ୟାଦବ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ l ସୌରଭ ଗୁପ୍ତା ଓ ଆକାଶ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି l
ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାରରୁ ଯୁବକମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଇଥିଲେ l ବୁର୍ଲା ମେଡିକାଲରେ ଡ଼ାକ୍ତର ସୁବ୍ରତ ସାହୁ, ମନୀଷ ୟାଦବ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ l ସୌରଭ ଗୁପ୍ତା ଓ ଆକାଶ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି l ଘଟଣା ସମ୍ପର୍କରେ ଗୋଶାଳା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି l

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *