ଦୁର୍ନୀତିରାଜନୀତିରାଜ୍ୟ

ସୁନ୍ଦରଗଡ଼ରେ ଖଣିଜ ସଂପଦ ଲୁଟ୍ ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ରାଜସ୍ବ ମନ୍ତ୍ରୀ

ସୁନ୍ଦରଗଡ଼ରେ ଖଣିଜ ସଂପଦ ଲୁଟ୍ ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ରାଜସ୍ବ ମନ୍ତ୍ରୀ

କେବଳ ଲୁଟ କରୁଥିବା ମାଫିଆ ନୁହେଁ, ସେମାନଙ୍କୁ ପ୍ରଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ସୁନ୍ଦରଗଡ଼/ଭୁବନେଶ୍ୱର ୨୭-୦୫-୨୦୨୫(ଏସ .ଏମ ) :  ଯାହାର ଛତ୍ରଛାୟାରେ ଖଣି ଲୁଟ୍ ହେଉଥିଲା ସେମାନେ ମଧ୍ୟ ବର୍ତ୍ତିପାରିବେ ନାହିଁ। କେବଳ ଲୁଟ କରୁଥିବା ମାଫିଆ ନୁହେଁ, ସେମାନଙ୍କୁ ପ୍ରଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ଖଣିଜ ସଂପଦ ଲୁଟ୍ ମାମଲାର ତଦନ୍ତ ଲାଗି ଏସ ଆଇ ଟିକୁ ଦାୟିତ୍ବ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଏସ ଆଇ ଟିକୁ ଆହୁରି ମଜଭୁତ୍ କରାଯିବ। ଏହା ଆନ୍ତଃରାଜ୍ୟ ମାମଲା। ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ଶେଷ ସୋପାନ ଯାଏଁ ନିଆଯିବ। ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଏପରି ମନ୍ତବ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ଖଣିଜ ସଂପଦ ଲୁଟ୍ ମାମଲାର ତଦନ୍ତ ଲାଗି ଏସ ଆଇ ଟିକୁ ଦାୟିତ୍ବ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଏସ ଆଇ ଟିକୁ ଆହୁରି ମଜଭୁତ୍ କରାଯିବ। ଏହା ଆନ୍ତଃରାଜ୍ୟ ମାମଲା। ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ଶେଷ ସୋପାନ ଯାଏଁ ନିଆଯିବ। ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଏପରି ମନ୍ତବ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *