ଦେଶ- ବିଦେଶ

ଗଭୀର ହେଉଛି ଆମେରିକା -ଚୀନ ଶୁକ୍ଳ ଯୁଦ୍ଧ

ଗଭୀର ହେଉଛି ଆମେରିକା -ଚୀନ ଶୁକ୍ଳ ଯୁଦ୍ଧ 

ନୂଆଦିଲ୍ଲୀ /ଭୁବନେଶ୍ୱର ୧୧-୦୪-୨୦୨୫( ଏସ.ଏମ ) : ମେରିକା ଏବଂ ଚୀନ୍ ମଧ୍ୟରେ ଟାରିଫ ବା ଶୁଳ୍କ ଯୁଦ୍ଧ କ୍ରମାଗତ ଭାବରେ ଗଭୀର ହେବାରେ ଲାଗିଛି। ଗୁରୁବାର ଦିନ, ଆମେରିକା ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଏବଂ ସେବା ଉପରେ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲା। ଏହାର ଜବାବରେ ଆଜି ଚୀନ୍ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଏବଂ ସେବା ଉପରେ ଶୁଳ୍କ ୧୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଛି। ଚୀନର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ ଚୀନ ଆମଦାନୀ ହେଉଥିବା ଆମେରିକୀୟ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କକୁ ୧୨୫ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ପୂର୍ବରୁ ୮୪ ପ୍ରତିଶତ ଥିଲା। ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ ଆମେରିକାର ଶୁଳ୍କ ବୃଦ୍ଧି ପରେ ଚୀନ୍ ମଧ୍ୟ ବିଶ୍ୱ ବାଣିଜ୍ୟ ସଂଗଠନରେ ଏକ ମାମଲା ଦାୟର କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *