LatestNewsPoliticsTOP STORIESଘଟଣା ଦୁର୍ଘଟଣାରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ ଓଡ଼ିଶା ଫେରିଲେ

ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ ଓଡ଼ିଶା ଫେରିଲେ

ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ ଆଜି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଛନ୍ତି ।  ଆଜି ସକାଳେ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ ,ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନ ରେ ପହଞ୍ଚିଛନ୍ତି।

ଯାଜପୁର/ଭୁବନେଶ୍ୱର ୦୨-୦୬-୨୦୨୫ (ଏସ.ଏମ) :  ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ ଆଜି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଛନ୍ତି । ଆଜି ସକାଳେ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ ,ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନ ରେ ପହଞ୍ଚିଛନ୍ତି।ପହଞ୍ଚିବା ପରେ ସେଦିନର ସେହି ଛାତିଥରା ଘଟଣାକୁ ବଖାଣିଛନ୍ତି। ତେବେ ବୁଲିବାକୁ ୧୧ ଜଣ ଯାଇଥିବା ବେଳେ ଆଜି ୪ ଜଣ ଫେରିଛୁ ବୋଲି କହିଛନ୍ତି ଫେରିଥିବା ଇତିଶ୍ରୀଙ୍କ ଦୁଇ ଭଉଣୀ ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70